ପୁରୀ : ମାର୍ଚ୍ଚ ୩ରେ ଛାତି ଥରା ବାତ୍ୟା ଫନିକୁ ସମ୍ମୁଖୀନ କରିଥିଲେ । ସମସ୍ତ ବର୍ଗର ଲୋକମାନେ ଏହି ଫନି ବାତ୍ୟାରେ ପୁରୀ ଜିଲା ସାତପଡ଼ା ଅଂଚଳରେ ବହୁତ ଖେତୀ ଘଟାଇଥିଲା । ସେମାନଙ୍କ ଭିତରେ ପ୍ରଯ୍ୟଟନଙ୍କ ପାଇଥିବା ଡ଼ଙ୍ଗା ମଧ୍ୟ ଖେତୀଗ୍ରସ୍ତ ହୋଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଅନୁଦାନରେ ଫନି ପ୍ରଭାବିତ ଡ଼ଙ୍ଗା ମାଲିକମାନଙ୍କୁ ଆର୍ଥିକ ସହାୟତା ରାସରି ପ୍ରଦାନ କରାଯାଇଛି । ସାତପଡ଼ାରେ ପୁରୀ ଜ଼ିଲ୍ଲା ପ୍ରଶାସନ ପକ୍ଷୀରୁ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଉନୟନ କମିଶନର, ଷ୍ଟେଟ ବାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜେର, ପୁରୀ ଜ଼ିଲ୍ଲାପାଳ ବଳବନ୍ତ ସିଂ ଓ ଆରକ୍ଷୀ ଅଧିକାରୀ ଉମାଶଙ୍କର ଦାଶ ଯୋଗଦେଇଥିଲେ ।