ସଲମାନ ଓ ଐଶ୍ବର୍ୟ୍ୟାଙ୍କ ପ୍ରେମ କାହାଣୀ ବିଷୟରେସମଗ୍ର ଇଣ୍ଡଷ୍ଟ୍ରି ଜାଣିଥିଲା। ଉଭୟଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ଥିଲା। ତେବେ ଐଶ୍ବର୍ୟ୍ୟା ସଲମାନଙ୍କ ସହ ଏହି ୩ଟି କାରଣ ଯୋଗୁଁ ବ୍ରେକ୍ଅପ କରିଥିଲେ ।
୧-ସଲମାନଙ୍କ ଆଗ୍ରେସିଭ ସ୍ବଭାବ- ସଲମାନଙ୍କର ଏହି ଗୁଣ ପାଇଁ ଐଶ୍ ଓ ତାଙ୍କ ମଧ୍ୟରେ ଅନେକ ଝଗଡା ହେଉଥିଲା। ସେ ରାଗିଲେ ଐଶ୍ଙ୍କୁ ଗାଳି କରୁଥିଲେ ଯେଉଁଥିପାଇଁ ସେ ଡରିଯାଉଥିଲେ।
୨-ସଲମାନ ଓ ଐଶ୍ ରିଲେସନଶିପ୍ରେ ଥିଲା ବେଳେ ଐଶ୍ ଅଧିକାଂଶ ସମୟ ସଲମାନଙ୍କୁ ତାଙ୍କ ଘରକୁ ନେଇ ଯାଆନ୍ତି। ହେଲେ ତାଙ୍କ ମାଆ ବାପା ସଲମାନଙ୍କୁ ପସନ୍ଦ କରୁନଥିଲେ ।
୩- ସଲମାନଙ୍କର ମଦ ପିଇବାର ବହୁତ ଖରାପ ଅଭ୍ୟାସ ରହିଛି। ସେ ବହୁତ ଅଧିକ ମଦ୍ୟପାନ କରୁଥିଲେ। ଏହା ସେମାନଙ୍କ ସମ୍ପର୍କ ଭାଂଗିବାର ମୁଖ୍ୟ କାରଣ ଥିଲା।