Odia News Portal

ପରୀଠୁ କମ ନୁହଁନ୍ତି ଗୋବିନ୍ଦାଙ୍କ ଝିଅ

ମୁମ୍ବାଇ()  ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ସେ ନିଜ କ୍ଲାସିକ କମେଡି ମାଧ୍ୟମରେ ଅନେକ ଲୋକଙ୍କୁ ହସାଇଛନ୍ତି। ତେବେ ଆଜି ଗୋବିନ୍ଦାଙ୍କ ଝିଅଙ୍କ ବିଷୟରେ ଜାଣନ୍ତୁ ଯିଏ ଦେଖିବା ପାଇଁ କୌଣସି ପରୀଠୁ କମ ନୁହଁନ୍ତି।

ସେ ହେଉଛନ୍ତି ଟିନା ଆହୁଜା। ୧୯୮୯ ମସିହା ଜୁଲାଇ ମାସ ୧୬ ତାରିଖ ମହାରାଷ୍ଟ୍ରର ମୁମ୍ବାଇରେ ଟିନାଙ୍କ ଜନ୍ମ ହୋଇଥିଲା। ଟିନା ଫ୍ୟାସନ ଡିଜାଇନିଂରେ ନିଜ ପାଠପଢା ସାରିଛନ୍ତି। ସେ ଲଣ୍ଡନର ଫିଲ୍ମ ଷ୍ଟୁଡିଓରେ ଅଭିନୟରେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ଟିନା ସେକଣ୍ଡ ହ୍ୟାଣ୍ଡ ହଜବେଣ୍ଡ ଫିଲ୍ମରେ ନଜର ଆସିସାରିଛନ୍ତି। ଅଧିକାଂଶ ସମୟରେ ଟିନା ସୋସିଆଲ ମିଡିଆରେ ନିଜ ଫଟୋ ସେୟାର କରନ୍ତି।