Odia News Portal

ଦୁଇ ଦିନରେ ୭୭ କୋଟି

ମୁମ୍ବାଇ()  ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ୱାର ଅକ୍ଟୋବର ୨ରୁ ରିଲିଜ ହୋଇ ସାରିଛି। ଦୁଇ ଦିନରେ ଫିଲ୍ମଟି ଦମଦାର ଓପନିଂ କରିଛି । ଏହି ଫିଲ୍ମଟି ପ୍ରଡଥମ ଦିନରେ ୫୩.୩୫ କୋଟି ବ୍ୟବସାୟ କରିଥିଲା। ଦ୍ଵିତୀୟ ଦିନର ବ୍ୟବସାୟରେ ହ୍ରାସ ହୋଇଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ଅନୁଯାୟୀ, ୱାର ଦ୍ଵିତୀୟ ଦିନରେ ୨୪.୩୫ କୋଟି ବ୍ୟବସାୟ କରିବାରେ ସଫଳ ହୋଇଛନ୍ତି।

ଏହି ଫିଲ୍ମ ଏଯାଏଁ ବକ୍ସ ଅଫିସରେ ସମୁଦାୟ ୭୭.୭୦ କୋଟି ବ୍ୟବସାୟ କରିଛି। ପ୍ରାରମ୍ଭିକ ଦିନରେ ୱାର ୮ଟି ନୂତନ ରେକର୍ଡ କରିବାରେ ସଫଳ ହୋଇଛି ହିନ୍ଦୀ ସିନେମା ଇତିହାସରେ ପ୍ରଥମ ଦିନରେ ସବୁଠାରୁ ବଡ ଓପନିଂ ।