ମୁମ୍ବାଇ () ଅଭିନେତା ନବାଜୁଦ୍ଦୀନ ସିଦ୍ଦିକୀଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ମୋତିଚୁର ଚକନାଚୁରର ଟ୍ରେଲର ରିଲିଜ୍ ହୋଇଛି। ପ୍ରଥମ ଥର ନୱାଜୁଦ୍ଦୀନ ଏବଂ ଆଥିୟାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବ। ଏହାର ଶୁଟିଙ୍ଗ୍ ମଧ୍ୟପ୍ରଦେଶର ବହୁ ସ୍ଥାନରେ କରାଯାଇଛି। ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ ଫିଲ୍ମକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି। କମେଡିରେ ଭରପୂର ଏହି ଫିଲ୍ମରେ ଲଭ ଷ୍ଟୋରୀର ଏକ ଝଲକ ଦେଖିବାକୁ ମିଳିବ।
କମେଡିରେ ଭରପୂର ଏହି ଫିଲ୍ମରେ ଲଭ ଷ୍ଟୋରୀର ଏକ ଝଲକ ଦେଖିବାକୁ ମିଳିବ।
