Odia News Portal

ସୋସିଆଲ ମିଡିଆରେ ଭାଇରାଲ ହେଉଛ ମଲାଇକାଙ୍କର ଭିଡିଓ

ମୁମ୍ବାଇ() ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ନିକଟରେ ସେ ଜିମ୍ରେ ବ୍ୟାୟାମ କରୁଥିବାର ଭିଜୁଆଲକୁ ନିଜ ଇନଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ବ୍ୟାୟାମ ସହିତ ଯୋଗ ମଧ୍ୟ କରୁଛନ୍ତି ମଲାଇକା । ତେବେ ୪୪ ବର୍ଷ ବୟସ୍କା ଏହି ଅଭିନେତ୍ରୀ ଫିଟ୍ନେସ୍ରେ ୨୪/୨୫ ବର୍ଷ ବୟସର ଝିଅଙ୍କୁ ଟକ୍କର ଦେଉଛନ୍ତି । ଦେଖନ୍ତୁ ଭିଡିଓ …