Odia News Portal

ଅସହାୟ ଲୋକଙ୍କ ପେଟକୁ ଦାନା ଦେଲେ ଅଲ ଓଡିଶା ଠିକାଦାର ସଂଘ

ଭୁବନେଶ୍ବର() କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି ।

କରୋନା ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ ହୋଇଛି । ଓଡିଶାରେ ମଧ୍ୟ ଏହି ଲକଡାଉନ କଡାପଡି ଭାବେ ପାଳନ କରାଯାଉଛି ।

ଏହି ସମୟରେ ଗରିବ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି ଅଲ ଓଡିଶା ଠିକାଦାର ସଂଘ ସଭାପତି ଜଗଦିସ ପାତ୍ର, ଅରୁଣ ପଣ୍ଡା ଓ ପୂର୍ବତନ କର୍ପୋରେଟର ଅମରେଶ ଜେନା । ଯାହା ସାଧାରଣରେ ଏବେ ପ୍ରଂଶସାର କାରଣ ହୋଇଛି ।