Odia News Portal

ସୁରେଶ ପୂଜାରୀଙ୍କୁ କରୋନା

ଭୁବନେଶ୍ୱର () ବରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ କରୋନା । ତାଙ୍କ ଠାରେ କୌଣସି ଲକ୍ଷଣ ନଥିଲା । ହେଲେ ଟେଷ୍ଟ ପରେ ଆଜି ପଜିଟିଭ୍‌ ରିପୋର୍ଟ ଆସିଛି ।ସୁରେଶ ପୂଜାରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍‌ ଆଇସେଲେସନରେ ଅଛନ୍ତି ।