Odia News Portal

ତିନି ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଳୀ()   ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି । ଫିଜିକ୍ସରେ ବିଶ୍ବର ସର୍ବୋଚ୍ଚ ପୁରସ୍କାର ନୋବେଲ୍‌ ପାଇଁ ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଘୋଷଣା ହୋଇଛି । ସେମାନେ ହେଲେ ରୋଜର ପେନରୋଜ, ରେନହାଡ୍‌ ଗେନ୍‌ଜେଲ୍‌ ଓ ଆଣ୍ଡରେଆ ଗେଜ୍‌ଙ୍କୁ ଫିଜିକ୍ସ ପାଇଁ ଚଳିବର୍ଷର ନୋବେଲ୍‌ପୁରସ୍କାର ମିଳିବ। ଫିଜିକ୍ସ ପାଇଁ ତିନିଜଣଙ୍କ ନାଁ ଘୋଷଣା କରିଛନ୍ତି ନୋବେଲ୍‌ କମିଟି ସେକ୍ରେଟେରୀ ଜେନେରାଲ୍‌ ।