Odia News Portal

୧୩ ଦିନରେ ପହଁଚିଲା ଧାରଣା

ଭୁବନେଶ୍ବର: ୧୩ଦିନରେ ପହଁଚିଲା ଅଲ ଓଡ଼ିଶା ଅଙ୍ଗନବାଡି ଲେଡିସ ୱାର୍କସ ଆସୋସିଏସନର ଧାରଣା
ମିଳିଥିବା ସୂଚନାନୁସାରେ ବର୍ଷେ ତଳେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କର୍ମୀଙ୍କ ଦରମା ୪ ହଜ଼ାରରୁ ଅନ୍ତତଃ ୮/୧୦ ହଜାର କରିବାକୁ ଅଫିସରଙ୍କୁ କହିଥିଲେ। ହେଲେ ମାତ୍ର ୨ ହଜାର ବଢି ୬ ହଜାର ହୋଇଥିଲା। ଅଙ୍ଗନବାଡି କର୍ମୀଙ୍କ ଦରମା କେନ୍ଦ୍ର ଓ ରାଜ୍ୟ ଅଧା ଅଧା ଦେଉଛନ୍ତି। ଅନ୍ୟ ରାଜ୍ୟ ଭଳି ଏଠାରେ ଅଧିକ ଦରମା ଦିଆଯାଉ। ଅନ୍ତତଃ ୧୮ ହଜାର କରାଯାଉ ବୋଲି ଦାବି କରାଯାଇଛି।