Odia News Portal

ଓଲଟି ପଡିଲା ୧୦୮ ଆମ୍ବୁଲାନ୍ସ ଗାଡି

ପୁରୀ ଜିଲ୍ଲା ବ୍ରହ୍ମଗିରି ବନ୍ଧକେରା ରାସ୍ତାରେ ଓଲଟି ପଡିଲା ୧୦୮ ଆମ୍ବୁଲାନ୍ସ ଗାଡି । ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସଟି ଓଲଟିପଡିଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡିଟିର ବ୍ରେକ୍ ଫେଲ୍ ହୋଇଯିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି ।