Odia News Portal

ସାରା ରାଜ୍ୟରେ ଶୀତ ଲହରି ଜାରି

ଭୁବନେଶ୍ୱର: ୫ରୁ କମିବ ଶୀତ, ସାରା ରାଜ୍ୟରେ ଶୀତ ଲହରି ଜାରି । ୧୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ୪.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଶୀତଳ ସହର । ଦାରିଙ୍ଗବାଡି ୫, ସୋନପୁର ୬.୬ ଡିଗ୍ରୀ, ଭବାନୀପାଟଣା ୭.୫ ଡିଗ୍ରୀ, ଅନୁଗୁଳ ୭.୬ ଡିଗ୍ରୀ, କେନ୍ଦୁଝର, ସୁନ୍ଦରଗଡ଼ ଓ ଟିଟିଲାଗଡ଼ ୮ ଡିଗ୍ରୀ ।