ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡପଡା, ଖାଲିଙ୍ଗି, ଦୟାନିଧିପୂର ଓ ପାଟପୁର ରେ ମାନ୍ୟବର ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦୀନି ଦେବୀ ଓ ଧରାକୋଟ ରାଜା ଶ୍ରୀ ଶ୍ରୀ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ କରକମଳ ରେ ୧୫୦୦ କମ୍ବଳ ବଣ୍ଟନ କରିଥିଲେ। ଉକ୍ତ କର୍ଯ୍ୟକର୍ମରେ ରାଜ ଜେମା ସୁଶ୍ରୀ ଶାନ୍ତିପ୍ରିୟା ଦେବୀ, ବ୍ଲକ୍ ଅଧକ୍ଷା, ଉପଧକ୍ଷ, ୬୨ ନଂ ଜୋନ ଜିଲ୍ଲା ପରିଷଦ, ଓସ୍କାର୍ଡ ବ୍ୟାଙ୍କ ସଭାପତି, ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ।