Odia News Portal

ଟ୍ରକ ପଛରେ ଧକାଦେଲା କାର୍ ଡ୍ରାଇଭର ସମେତ ୫ ମୃତ । ୧ ଗୁରୁତର

କେନ୍ଦ୍ରାପଡା: ଡେରାବିଶ ୫ ନମ୍ବର କ ଜାତୀୟ ରାଜପଥ ଅଳାବାଙ୍କ ଛକରେ ମର୍ମତୁନ୍ଦ ସଡକ ଦୁର୍ଘଟଣା । ଟ୍ରକ ପଛରେ ଧକାଦେଲା କାର୍ ଡ୍ରାଇଭର ସମେତ ୫ ମୃତ। ୧ ଗୁରୁତର ।ଗୁରୁତର ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।କେନ୍ଦ୍ରାପଡା ରୟାଲ ଡ୍ୟାନସ ଗୃପ ର ବାର୍ଷିକ ଉତ୍ସବ ପରେ ଏମାନେ ସାଙ୍ଗ ହୋଇ ପାଣିକୋଇଲି ଯାତ୍ରା ଦେଖିବାକୁ ଯାଇଥିଲେ। ମୃତକ ରାଜନଗର ଗୁପ୍ତ,ପଟାମୁଣ୍ଡାଇ ବେଳତଳ , ଗରାପୁର ଅଞ୍ଚଳର। ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।