Odia News Portal

ସ୍ୱାମୀ – ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀ ସ୍ଥିତ ଏକ ଘରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସୁଜିତ୍ ହେମ୍ବ୍ରମ୍‌ ଓ ତାଙ୍କ ସ୍ତ୍ରୀ । ପୋଲିସ ଘଟଣା ସ୍ଥଳରେ ଶବ ଜବତ କରିବା ସହିତ ତଦନ୍ତ ଚଳାଇଛନ୍ତି ।