Odia News Portal

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପାଟଣାଗଡ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ରଙ୍କ ଘରେ ଭିଜିଲାନ୍ସ ଆଜି ରେଡ୍ ଚାଲିଛି।

ପାଟଣାଗଡ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନରେ ଏକକାଳୀନ ରେଡ୍ ଜାରି ରହିଥିବା ସୂଚନା ମିଳିଛି। କିଛି ନଗଦ ଟଙ୍କା ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡ଼ିଛି।