Odia News Portal

‘ବାଗି-୩’ରେ ଦିଶାଙ୍କ ହଟ୍ ଆଇଟମ୍ ନଂ , ଦେଖନ୍ତୁ ଭିଡିଓ

ମୁମ୍ବାଇ() ଫିଲ୍ମ ‘ବାଗି-୩’ରେ ଅଭିନେତ୍ରୀ ଦିଶା ପଟାନୀ ତାଙ୍କର ଏକ ଆଇଟମ୍ ନଂ ରହିବ ବୋଲି ଜଣାପଡ଼ିଛି। ଗୀତର ନାମ ରହିଛି ‘ଡୁ ୟୁ ଲଭ୍ ମି’। ଗୀତ ରିଲିଜ ପୂର୍ବରୁ ଦିଶାଙ୍କ କଥିତ ପ୍ରେମିକ ତଥା ଫିଲ୍ମର ଅଭିନେତା ଟାଇଗର ଶ୍ରଫ ଏହାର ପ୍ରଥମ ପୋଷ୍ଟର ଶେୟାର କରିଥିଲେ। ସେହିଭଳି ଦିଶା ମଧ୍ୟ ନିଜ ଗୀତର ଫାଷ୍ଟ ଲୁକ୍ ପ୍ରଶଂସକଙ୍କୁ ଭେଟି ଦେଇଥିଲେ। ଏବେ ଗୀତକୁ ରିଲିଜ କରାଯାଇଛି। ଏଥିରେ ଦିଶାଙ୍କୁ ହଟ୍ ଲୁକ୍ରେ ଦେଖାଯାଉଛି।

 

https://youtu.be/PHskP9wglJ8

ମାର୍ଚ୍ଚ ୬ରେ ରିଲିଜ ହେବ ଟାଇଗରଙ୍କ ‘ବାଗି-୩’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅହମ୍ମଦ ଖାଁ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ରିତେଶ ଦେଶମୁଖ, ଶ୍ରଦ୍ଧା କପୁର ପ୍ରମୁଖ ନଜର ଆସିବେ।