Odia News Portal

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ରୋମାଣ୍ଟିକ ଭିଡିଓ, ଦେଖନ୍ତୁ

ମୁମ୍ବାଇ() କାର୍ତ୍ତିକ ଆର୍ୟନ ‘ଭୁଲ ଭୁଲୈୟା-୨’ର ଶୁଟିଂର ବ୍ୟସ୍ତ। ରାଜସ୍ଥାନର ଜୟପୁରରେ ଶୁଟିଂ ଆରମ୍ଭ କରାଯାଉଛି। ବର୍ତ୍ତମାନ ଏହି ଫିଲ୍ମ ସେଟ୍ରୁ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି କାର୍ତ୍ତିକ-କିଆରାଙ୍କ ରୋମାଣ୍ଟିକ୍ ଡ୍ୟାନ୍ସ କରୁଥିବା ସମୟର। କାର୍ତ୍ତିକ ଶେରଓ୍ବାନୀ ପିନ୍ଧିଥିବା ବେଳେ କିଆରା ପିନ୍ଧିଛନ୍ତି ଲେହଙ୍ଗା-ଚୋଲି।

https://www.instagram.com/p/B9EhMjghy99/?utm_source=ig_web_copy_link

୨୦୦୭ରେ ରିଲିଜ ହୋଇଥିଲା ଭୁଲ ଭୁଲେୟା ପାର୍ଟ-୧। ଏଥିରେ ନାୟକ ସାଜିଥିଲେ ଅକ୍ଷୟ କୁମାର। ଫିଲ୍ମ ଦ୍ୱିତୀୟ ଭାଗରେ ନାୟକ ସାଜିଛନ୍ତି କାର୍ତ୍ତିକ ଆର୍ୟନ। ତାଙ୍କ ସହ ନଜର ଆସିବେ କିଆରା ଆଡଭାଣୀ। ଉଭୟଙ୍କ ଯୋଡ଼ିକୁ ପ୍ରଥମ ଥର ପାଇଁ ବଡ଼ପରଦାରେ ଦେଖିବାକୁ ମିଳିବ।