Odia News Portal

ବିକିନି ପିନ୍ଧି ଖୋଲାରେ ଗାଧୋଇବା ନଜର ଆସିଲେ ସନ୍ନି

ମୁମ୍ୱାଇ : ପର୍ଣ୍ଣ ଷ୍ଟାରରୁ ବଲିଉଡ୍ ଷ୍ଟାର ସାଜିଥିବା ଅଭିନେତ୍ରୀ ସନ୍ନି ଲିଓନି ଇନଷ୍ଟାଗ୍ରାମରେ ଏକ ହଟ୍‌ ଫଟୋ ସେୟାର କରି ଇଣ୍ଟରନେଟ୍‌ରେ ନିଆଁ ଲଗେଇ ଦେଇଛନ୍ତି। ନୂଆ ଫଟୋରେ ସନ୍ନି ବିକିନି ପିନ୍ଧି ପାଣିରେ ଭିଜିବାର ନଜର ଆସୁଛନ୍ତି ।  ସନ୍ନି  ଲିଓନି ଏହି ଫଟୋରେ ଖୋଲାରେ ସାୱର ନେବାର ଦେଖିବାକୁ ମିଳିଛି ଏବଂ ତାଙ୍କ ନଜର ଯେମିତି ହୋସ୍‌ ଉଡାଇ ଦେବା ଭଳି ।  ସନ୍ନି ଲିଓନି ଯେମିତି ଏହି ଫଟୋ ସେୟାର କରିଛନ୍ତି ,  କିଛି କ୍ଷଣରେ ତାଙ୍କର ଏହି ଫଟୋକୁ ଲକ୍ଷ ଲକ୍ଷ ପ୍ରଶଂସକ ଲାଇକ୍‌ କରିଥିଲେ।

ସନ୍ନି ଲିଓନିଙ୍କର ଏହି ନୂଆ ଫଟୋକୁ ଜଣାଶୁଣା ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀ ଉଠାଇଛନ୍ତି। କିନ୍ତୁ ଖାସ୍‌ କଥା ହେଲା ଏହି ଫଟୋ ସଦ୍ୟ ଫଟୋ ନୁହେଁ।

ଗୋଟେପଟେ ଲକ୍‌ଡାଉନ୍‌ କାରଣରୁ ସବୁ ଷ୍ଟାର ନିଜ ନିଜ ଘରେ ଥିବା ବେଳେ , ସେପଟେ ପର୍ଣ୍ଣ ଷ୍ଟାରରୁ ବଲିଉଡ୍‌ ଷ୍ଟାର ହୋଇଥିବା ସନ୍ନି ଲିଓନି ହଟ୍‌ ଫଟୋଗୁଡ଼ିକୁ ପ୍ରଶଂସକଙ୍କ ହୋସ୍‌ ଉଡାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିକିନି ପିନ୍ଧା ଫଟୋ ସେୟାର କରି ସେ ପ୍ରଶଂସକଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି। ବିଗତ ଦିନରେ ସେ ୫ଥର ବିକିନି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ  ଏହି ସବୁ ଫଟୋରେ ଲକ୍ଷ ଲକ୍ଷ ଲାଇକ୍ସ ମିଳୁଛି।

ସନ୍ନି ଲିଓନିଙ୍କର ଫଲୋୟରଙ୍କ ସଂଖ୍ୟା ବହୁତ ଅଛନ୍ତି। ସେ ସୋସିଆଲ୍ ମିଡ଼ିଆରେ ବହୁତ ଆକ୍ଟିଭ୍‌ ରହିଛନ୍ତି ଏବଂ ସମୟ ସମୟରେ ନିଜର ପ୍ରଶଂସକଙ୍କ ପାଇଁ ଫଟୋ ସେୟାର କରିଥାନ୍ତି । ପ୍ରଶଂସକମାନେ ମଧ୍ୟ ତାଙ୍କର  ନୂଆ ଫଟୋକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା କରିଥାନ୍ତି ।