Odia News Portal

ଏହି ଅଭିନେତ୍ରୀ ହେଲେ ବଲିଉଡର ସବୁଠୁ ଗୋରୀ ଅଭିନେତ୍ରୀ, ଜାଣନ୍ତୁ …

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକରୁ ଆରେକ ବଳି ସୁନ୍ଦର ଅଭିନେତ୍ରୀ ଅଛନ୍ତି। ବଲିଉଡରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ମେକଅପ୍ ଲଗାଇ ଗୋରୀ ହୁଅନ୍ତି ତ କେତେକ ଅଭିନେତ୍ରୀ ଜନ୍ମରୁ କ୍ଷୀର ଭଳି ଗୋରୀ। ତେବେ ଆସନ୍ତୁ ଜାଣିବା ଏହି ଗୋରୀ ଅଭିନେତ୍ରୀଙ୍କ ବିଷୟରେ

୧.କ୍ୟାଟରିନା କୈଫ: କ୍ୟାଟରିନା କୈଫ ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଫିଲ୍ମକୁ ଆସିବା ପୂର୍ବରୁ କ୍ୟାଟରିନା ଲଣ୍ଡନରେ ରହୁଥିଲେ। କ୍ୟାଟରିନା ଖୁବ୍ ଗୋରା।

୨.କରୀନା କପୁର: କରୀନା କପୁର ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କରୀନା କପୁର ଦେଖିବାକୁ ଖୁବ୍ ଗୋରା ଏବଂ ସୁନ୍ଦରୀ। କରୀନା କପୁର ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି।

୩.ଅନୁଷ୍କା ଶର୍ମା: ଅନୁଷ୍କା ଶର୍ମା ମଧ୍ୟ ଅନେକ ଗୋରା। ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଛନ୍ତି।

୪.ତମନ୍ନା ଭାଟିଆ : ତମନ୍ନା ଭାଟିଆ ବଲିଉଡର ସବୁଠୁ ସୁନ୍ଦରୀ ଏବଂ ଗୋରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ବଲିଉଡରେ ‘ଚାନ୍ଦ ସା ରୋଶନ ଚେହେରା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ‘ହିମ୍ମତଓ୍ବାଲା’ ଏବଂ ‘ଏଣ୍ଟରଟେନମେଣ୍ଟ’ ଫିଲ୍ମରେ କାମ କରିଥିଲେ। ତାଙ୍କ ରଙ୍ଗ କ୍ଷୀର ଭଳି ଧଳା।

୫.ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ : ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ମଧ୍ୟରେ ସାମିଲ ଅଛନ୍ତି। ସେ ମଧ୍ୟ ଖୁବ୍ ଗୋରୀ। ସେ ବଲିଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ତାଙ୍କ କ୍ୟାରିୟର ‘ଆଲ୍ଲାଦିନ’ ଫିଲ୍ମରୁ ଆରମ୍ଭ କରିଥିଲେ।