ଗୋଟିଏ ଅଭିନେତ୍ରୀ ହେବାକୁ ହେଲେ ସୁନ୍ଦର ହେବେ ସହ ଚେହେରା ମଧ୍ୟ ଆବଶ୍ୟକ ହୋଇଥାଏ । ଖାଲି ସୁନ୍ଦରତା କାମ ଦେଇନଥାଏ । ତେବେ ଆଜିକାଲି ଦୁନିଆରେ ଶରୀର ଗଠନ ଯଦି ଭଲ ନଥାଏ ତେବେ ଅଭିନ୍ରେତୀ ହେବା ଅସମ୍ଭବ ହୋଇଥାଏ ।
ଫିଗରକୁ ନେଇ ବଲିଉଡ ଜଗତରେ ନମ୍ବର ୧ ସ୍ଥାନରେ ଦୀପିକା ପାଦୁକନ ଅଛନ୍ତି । ସେ ନିଜ ଶରୀର ପାଇଁ ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି । ଖାଲି ଚର୍ଚ୍ଚାରେ ନୁହେଁ ୨୦୧୮ରେ ସେ ତାଙ୍କ ସୁନ୍ଦର ଫିଗର ପାଇଁଆୱାର୍ଡ ମଧ୍ୟ ପାଇସାରିଛନ୍ତି । ତାଙ୍କ ଶରୀର ପାଇଁ ତାଙ୍କୁ ବଲିଉଡର ରାଣି ବୋଲି କୁହାଯାଏ । କିଛି ସମୟ ପୂର୍ବରୁ ସେ ବିବାହ କରିଛନ୍ତି । ବିବାହ ପରେ ମଧ୍ୟ ସେ ତାଙ୍କ ସୁନ୍ଦର ଶରୀର ପାଇଁ ଏବେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ସୁନ୍ଦରତା ପାଇଁ ସେ ଚର୍ଚ୍ଚାରେ ରହୁଛନ୍ତି ।
