ଭାରତରେ ଏପରି କେତେକ ମଡେଲ୍ ଅଛନ୍ତି ଯେଉଁମାନେ ନିଜର ସୈାନ୍ଦର୍ଯ୍ୟ ସହ ନିଜର ଆକର୍ଷଣୀୟ ଚେହେରା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଆଜି ଆମେ ଆପଣଙ୍କୁ ଏପରି ଏକ ମଡେଲଙ୍କ ବିଷୟରେ କହିବା ଯିଏ ଦେଖିବାକୁ ଖୁବ୍ ହଟ୍ ଏବଂ ବୋଲ୍ଡ୍। ଆସନ୍ତୁ ଜାଣିବା ଏହି ସୁନ୍ଦରୀ ମଡେଲଙ୍କ ବିଷୟରେ । ଆମେ ଯାହା ବିଷୟରେ କହୁଛୁ ସେ ହେଉଛନ୍ତି ରିୟା ଶାଇନ୍। ରିୟା ଜଣେ ସୁନ୍ଦରୀ ମଡେଲ୍ ଏବଂ ଫ୍ୟାସନ୍ ବ୍ଲଗର୍। ରିୟା ଦେଖିବାକୁ ଯେତେ ସୁନ୍ଦର ତାଙ୍କ ଚେହେରା ମଧ୍ୟ ସେତିକି ଆକର୍ଷଣୀୟ। ଏଥିପାଇଁ ଭାରତରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି। ତାଙ୍କ ଫଟୋ ସବୁବେଳେ ସୋଶିଆଲ ମିଡିଆରେ ଭାଇରାଲ ହୋଇଥାଏ। ରିୟା ମଡେଲିଂରେ ଖୁବ୍ ନାଁ କମାଇଛନ୍ତି। ସେ ଏବେ ବଡ଼ ବଡ଼ ବ୍ରାଣ୍ଡ ପାଇଁ ମଡେଲିଂ କରୁଛନ୍ତି।