Odia News Portal

ମଡେଲ୍‌ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା, ଦେଖିଲେ ଉଡିଯିବ ହୋସ

ମଡେଲିଂ ଜଗତରେ ସଫଳ ହେବା ପାଇଁ ମଡେଲ୍‌ସଙ୍କୁ କଠିନ ପରିଶ୍ରମ କରିବାକୁ ପଡେ। କିନ୍ତୁ ଆଡିକାଲି ସୋସିଆଲ ମିଡିଆ ମାଧ୍ୟମରେ ସୁନ୍ଦର ମଡେଲମାନେ  ନିଜ ଫଟୋ ପୋଷ୍ଟ କରି ଫେମସ ହେଉଛନ୍ତି। ଠିକ୍‌ ସେହିଭଳି ସୋସିଆଲ ମିଡିଆ ମାଧ୍ୟମରେ ଋଷର ଜଣେ ମଡେଲ ଏବେ ବେଶ ଚର୍ଚ୍ଚାରେ। ଏହି ମଡେଲ ସ୍ବେତଲାନା କାଶିରୋଭା ନାଁରେ ପରିଚିତ।

ଏବେ କିଛି ଦିନ ତଳେ ସେ ତାଙ୍କ ସେକ୍ସି ଓ ବୋଲ୍ଡ ଫଟୋ ଇଣଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହି ଫଟୋ ଭାଇରାଲ ହେବା ସହ ସ୍ବେତଲାନା ସବୁଠି ଫେମସ ହୋଇଥିଲେ। ପଢା ସରିଲା ପରେ  ସ୍ବେତଲାନା ମଡେଲିଂ କରି ନିଜ କ୍ୟାରିଅର ଆରମ୍ଭ କରିଥିଲେ।

 ପ୍ରଥମେ ଓଜନ ଅଧିକ ଥିବାରୁ ସେ ପ୍ଲସ ସାଇଜ ମଡେଲ ରୂପେ ପରିଚିତ ଥିଲେ। କିନ୍ତୁ ନିଜ ସୌନ୍ଦର୍ଯ୍ୟ ଓ ପରିଶ୍ରମ ଯୋଗୁଁ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।