Odia News Portal

ଦାମି ଅଭିନେତ୍ରୀ, ଚ୍ଚଳଚ୍ଚିତ୍ର ପାଇଁ ନିଅନ୍ତି…

ବଲିଉଡ ଜଗତରେ ନାମି ଅଭିନେତ୍ରୀ ଭାବରେ ଗଣାଯାଏ ଦୀପିକା ପାଦୁକନଙ୍କୁ । ତାଙ୍କ ଅଭିନୟ ଚ୍ଚଳଚ୍ଚିତ୍ର ଖୁବ ଅଳ୍ପ ସମୟ ମଧ୍ୟରେ ଲୋକ ମାନଙ୍କ ମନଙ୍କୁ ଛୁଇଁଯାଇଥିଲା । ଏବେ ସେ ବଲିଉଡର ଜଣେ ଆଗଧାଡିର ନାୟିକା । ଦୀପିକା ଖାଲି ବଲିଉଡ ଜଗତରେ ନୁହେଁ ହଲିଉଡ ଜଗତରେ ମଧ୍ୟ ଅଭିନୟ କରି ପ୍ରଶଂସା ପାଇସାରିଛନ୍ତି । ସେ କିଛି ଦିନ ହେଲା ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଅନେକ ହିଟ ଚ୍ଚଳଚ୍ଚିତ୍ର କରି ଦର୍ଶକ ମାନଙ୍କ ମନକୁ ଛୁଇଁପାରିଛନ୍ତି ।
ଦୀପିକା ବଲିଉଡ ଜଗତର ଦାମି ଅଭିନେତ୍ରୀ । ସେ ଗୋଟିଏ ଚ୍ଚଳଚ୍ଚିତ୍ର ପାଇଁ ୧୫ କୋଟି ଟଙ୍କା ନେଇଥାନ୍ତି ।