ମୁମ୍ବାଇ () ଏକ ଇଭେଣ୍ଟରେ ବଲିଉଡ୍ ସିଙ୍ଗର୍ ହିମେଶ ରେଶମିଆ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ସୂଚନାଅନୁସାରେ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍ ହୀର୍’ ଫିଲ୍ମର ଗୀତ ‘ତେରୀ ମେରୀ କାହାନୀ’ ଗତକାଲି ରିଲିଜ୍ ହୋଇଛି। ଗୀତ ରିଲିଜ୍ ସମୟରେ ଭାବବିହ୍ୱଳ ହୋଇ କାନ୍ଦିବା ପକାଇଥିଲେ ହିମେଶ । ତେବେ ସେଶାଲ ମିଡିଆରେ ରାନୁଙ୍କ ଲୋକପ୍ରିୟତା ନେଇ ହେଉଥିବା ଚର୍ଚ୍ଚା ପାଇଁ ହିମେଶ ରେଶମିଆ କାନ୍ଦୁଥିବା ଜଣାପଡ଼ିଛି। ହିମେଶଙ୍କ ପାଇଁ ହିଁ ରାନୁଙ୍କୁ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରିଛି।
