ମୁମ୍ବାଇ() ରିଲିଜ ହେଲା ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ ‘ୱାର୍’ର ଏକ ନୂଆ ଗୀତ ‘ଜୟ ଜୟ ଶିବ ଶଙ୍କରଟ୍ଟ’। ଏହି ଗୀତଟି ମାତ୍ର ୪ଘଣ୍ଟା ଭିତରେ ଗୀତଟିକୁ ୟୁଟ୍ୟୁବ୍ରେ ୧କୋଟିରୁ ଅଧିକ ଥର ଦେଖା ସରିଲାଣି।
ସୂଚନାଯୋଗ୍ୟ, ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶ୍ରଫ୍ଙ୍କ ଏହି ଅପ୍କମିଂ ଫିଲ୍ମ ‘ୱାର୍’ ଏକ ଆକ୍ସନ୍ ଥ୍ରୀଲର୍। ଫିଲ୍ମଟିର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଇଥିବା ବେଳେ ଏହାର ପ୍ରଯୋଜକ ହେଉଛନ୍ତି ଉଦୟ ଚୋପ୍ରା। ୟଶ୍ରାଜ୍ ବ୍ୟାନର୍ରେ ନିର୍ମିତ ଏହି ଫିଲ୍ମଟି ଅକ୍ଟୋବର ୨ରେ ରିଲିଜ୍ ହେବ।