ମୁମ୍ବାଇ() ପୁରା ବଲିଉଡ ଆକସନ, ଡା୍ରମା ଓ ରୋମାଣ୍ଟିକ ସିନ ପାଇଁ ଫେମସ ହୋଇଯାଇଛି । ରୋମାଣ୍ଟିକ ସିନ କରିବା ପାଇଁ ବହୁତ ଅଭିନେତା ଏବଂ ଅଭିନେତ୍ରୀ ମୋଟା ଅଙ୍କର ଟଙ୍କା ମଧ୍ୟ ନେଇଥାନ୍ତି । ହେଲେ ବଲିଉଡରେ ଏମିତି ଜଣେ ଷ୍ଟାର ଅଛନ୍ତି ଯେ କି ରୋମାଣ୍ଟି କ ସିନ କରିବା ବେଳେ ନିଜକୁ କଣ୍ଟୋ୍ରଲ କରିପାରି ନଥିଲେ । ଆସନ୍ତୁ ଜାଣିବା …
ସିର୍ଦ୍ଧାଥ ଓ ଜାକଲିନ ଫିଲ୍ମ( ଏ ଜେ ଜେନଟଲମେନ)ର ସୁଟିଙ୍ଗ ବେଳେ ଏକ ଇଣ୍ଟିମେଟ ସିନ କରିବାରେ ଥିଲା । ଏଥିରେ ସିର୍ଦ୍ଧାଥ ଜାକଲିନଙ୍କୁ କିସ କରିବାର ଥିଲା । ଏହି ସିନରେ ଦୁହେଁ ଏତେ ହଜିଯାଇଥିଲେ ଯେ ନିଦେ୍ର୍ଧଶକ କଟ କହିବା ପରେ ମଧ୍ୟ ଏମାନେ ଶୁଣିନଥିଲେ । ସିନ ସରିବା ପରେ ମଧ୍ୟ ଦୁହେଁ ପରସ୍ପରକୁ କିସ କରିଚାଲିଥିଲେ ।