ସାଧାରଣ ଭାବେ ରେ ପ୍ରତ୍ୟକ ଲୋକ ତାଙ୍କ ଘରେ ଝିଟିପିଟି ଦେଖିଥାନ୍ତି କିନ୍ତୁ ଜାଣିନାହାନ୍ତି ଏହି ବିଷାକ୍ତ ଝିଟିପିଟି ଏକ ସୁଭାତ୍ୱର କାରକ ହୋଇଥାଏ । ଜୋତିଷଶାସ୍ତ୍ର ଅନୁସାରେ ଏହି ଝିଟିପିଟିର ବିଶେଷ ମହତ୍ୱ ରହିଥାଏ । କିଛି ମନ୍ଦିରରେ ମଧ୍ୟ ଝିଟିପିଟିକୁ ପୂଜା କରାଯାଏ । ତେବେ ଆସନ୍ତୁ ଜାଣିବା ଝିଟିପିଟିର ଶୁଭତ୍ୱ ।
ଝିଟିପିଟି ଦେଖିବା ଶୁଭ । ଘରେ ଦେଖାଯାଉଥିବା ଏହି ଝିଟିପିଟି ଆପଣଙ୍କର ଆଗାମୀ ଭବିଷ୍ୟତରେ ହେବାକୁ ଯାଉଥିବା ସମ୍ପର୍କରେ ଅନେକ ସଂକେତ ଦେଇଥାଏ । ଶାସ୍ତ୍ର ଅନୁଶାରେ ଜଦି ଆପଣ ଭୋଜନ ସମୟରେ ଝିଟିପିଟିର ଶଦ୍ଦ ଶୁଣନ୍ତି ତାହାଲେ ଆଗାମୀ ସମୟ ପାଇଁ ଶୁଭ ସଂକେତ ଦେଇଥାଏ ।
ଯଦି ଝିଟିପିଟି ଝଗଡା ସମୟରେ ଆପଣ ଦେଖନ୍ତି ତେବେ ଆଗାମୀ ସମୟରେ ନିଶ୍ଚିତ ଦୁଃଖ ସମୟ ଆସିବାକୁ ଯାଇଛି ।
ତେବେ ଆଜି ଆମେ କିଛି ପୌରାଣିକ କଥା ବସ୍ତୁ ସମ୍ପର୍କିତ କଥା କହିବାକୁ ଯାଉଛୁ ଯାହା ଅପେଣଙ୍କ ପାଇଁ ଲାଭକାରୀ ହେବ ।
ଜଦି ଆପଣ ଝିଟିପିଟିକୁ ଦେଖୁଛନ୍ତି ତେବେ ଆପଣ ଭଗବାନଙ୍କ ପାଖରେ ଥିବା ଚାଉଳକୁ ଆଣି ଝିଟିପିଟି ଉପରେ ପକାନ୍ତୁ । ଏପରି ପରିବା ଦ୍ୱାରା ଆପଣଙ୍କ ମନୋକାମନା ପୁରଣ ହୋଇଥିବା ସହ ଧନର ମଧ୍ୟ ସମସ୍ୟା ରହେନା ।