ମୁମ୍ବାଇ() ବିଧାନସଭା ନିର୍ବାଚନ ଲଢିବେ ମରାଠୀ ଫିଲ୍ମର ଅଭିନେତ୍ରୀ ଦୀପାଲି ସଇଦ । ସେ ଅନ୍ତିମ ମୁହୂର୍ତ୍ତରେ ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନାରେ ଯୋଗ ଦେବା ପରେ ତାଙ୍କୁ ବିଧାନସଭା ନିର୍ବାଚନର ଟିକେଟ ମିଳିଛି। ସେ ମୁମ୍ବ୍ରା-କଲଓ୍ବାରୁ ନିର୍ବାଚନ ଲଢ଼ୁଛନ୍ତି। ସେ ରାକାମ୍ପାର ବରିଷ୍ଠ ନେତା ଜିତେନ୍ଦ୍ର ଆବ୍ହାଡ଼ଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ।

