Odia News Portal

ଭାଇରାଲ ହେଉଛି ମଲାଇକାଙ୍କ ଏହି ଭିଡିଓ

ମୁମ୍ବାଇ()  ନିଜ ଲୁକ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି ଅଭିନେତ୍ରୀ ମଲାଇକା ଅରୋରା ।ବର୍ତ୍ତମାନ ଜିମ୍ ଲୁକ୍ରେ ମଲାଇକାଙ୍କର ଗୋଟିଏ ହଟ୍ ଫଟୋ ଓ ଭିଡିଓ ଭାଇରାଲ୍ ହେଉଛି।

https://www.instagram.com/p/B9oBTOQJCI-/?utm_source=ig_web_copy_link

ଏହି ଫଟୋରେ ମଲାଇକା ନ୍ୟୁଡ୍ ଶେଟ୍ ଆଉଟଫିଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖିବା ପରେ ସୋଶାଲ ମିଡିଆରେ ଫ୍ୟାନ୍ସ ମଲାଇକାଙ୍କ ଫିଜିକ୍ସକୁ ନେଇ ପ୍ରଶଂସା କରିଛନ୍ତି ଏବଂ କମେଣ୍ଟ ଦେବାରେ ଲାଗିଛନ୍ତି।କେବଳ ଫଟୋ ନୁହେଁ ଇନଷ୍ଟାଗ୍ରାମ୍ରେ ଶେଆର୍ ହୋଇଥିବା ମଲାଇକାଙ୍କ ଭିଡିଓ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ଏହି ଭିଡିଓରେ ମଲାଇକା ତାଙ୍କ କାର୍ରୁ ବାହାରି ଜିମ୍ ଆଡ଼କୁ ଯାଉଛନ୍ତି।ବର୍ତ୍ତମାନ ମଲାଇକା ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଇଣ୍ଡିଆଜ୍ ବେଷ୍ଟ ଡାନ୍ସର’କୁ ଜଜ୍ କରୁଛନ୍ତି।