Odia News Portal

ଏହି ଅଭିନେତ୍ରୀଙ୍କୁ ପାଗଳ ପରି ଭଲ ପାଉଥିଲେ ମିଥୁନ

ମୁମ୍ବାଇ() ଲିଉଡର ଏମିତି ଅନେକ କଳାକାର ଅଛନ୍ତି ଯିଏ ରିଲେସନଶିପରେ ଥିଲେ ହେଲେ ବିବାହ କରିନଥିଲେ। ସେମାନଙ୍କ ପ୍ରେମ କାହାଣୀ ପୂରା ହୋଇନଥିଲା। ଏମିତି ଅନେକ ଅମର ପ୍ରେମ କାହାଣୀ ରହିଛି ଯାହା ଲୋକେ ଆଜି ମଧ୍ୟ ମନେ ରଖିଛନ୍ତି। ସେହି ମଧ୍ୟରୁ ସୁପରହିଟ୍ ଅଭିନେତା ମିଥୁନ ଓ ଅଭିନେତ୍ରୀ ଶ୍ରୀଦେବୀଙ୍କ ପ୍ରେମ କାହାଣି ମଧ୍ୟ ଅନ୍ୟତମ ।

ମିଥୁନ ଓ ଶ୍ରୀଦେବୀ ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ। ଏମାନଙ୍କ ପ୍ରେମ କାହାଣୀ ବିଷୟରେ ଅଧିକାଂଶ ଲୋକେ ଜାଣିନଥିଲେ। ହେଲେ କିଛି କାରଣ ଯୋଗୁଁ ଦୁହେଁଙ୍କ ବିବାହ ହୋଇପାରିନଥିଲା।