Odia News Portal

ସୋସିଆଲ ମିଡିଆରେ ନିଆଁ ଲଗାଉଛନ୍ତି ନିୟା , ଭିଡିଓ ଭାଇରାଲ

ମୁମ୍ବାଇ() ଚର୍ଚ୍ଚାରେ ଏସିଆର ସେକ୍ସିଏଷ୍ଟ ଓମ୍ୟାନ୍ ତଥା ଟିଭି ଅଭିନେତ୍ରୀ ନିୟା ଶର୍ମା । ନିଆଙ୍କ ପରିଧାନ ଶୈଳୀ ଖୁବ ନିଆରା।ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସି ମହିଳା ବୋଲି କୁହାଯାଏ।

https://www.instagram.com/p/B6KiB82F8Km/?utm_source=ig_web_copy_link

ନିକଟରେ ନିୟାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଛାଇଯାଇଛି। ଭିଡିଓଟି ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଦେଇଛି। ଏହି ଭିଡିଓରେ ନିଆ ‘କୋକା କୋଲା ତୁ’ ଗୀତରେ ସେକ୍ସି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଭାଇରାଲ ହୋଇଥିବା ଭିଡିଓ ଦେଖି ଜଣା ପଡୁଛି ଯେ, ଏହା କୌଣସି ଏକ ଶୁଟିଂ ସିନ୍ ପ୍ରସ୍ତୁତି ଚାଲିଛି।ବି-ଟାଉନ୍ରେ ନିୟା ଖୁବ୍ ଚର୍ଚ୍ଚାରେ ଥାନ୍ତି।