Odia News Portal

ବାଲୁକାକଳା ମାଧ୍ୟମରେ ବିଗ୍‌ ବିଙ୍କୁ ଜନ୍ମଦିନର ଶୁଭେଛା

ପୁରୀ: ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ଯମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ସେ ପୁରୀ ବେଳାଭୂମୀରେ ଅମିତାଭଙ୍କର ବାଳୁକା କଳା ଗଢିଛନ୍ତି । ଯାହାକୁ ଦେଖିବାକୁ ଲୋକଙ୍କର ଭିଡ ଜମିଛି ।