Odia News Portal

ଆସିଲା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତର ସମ୍ପୂର୍ଣ୍ଣ ଭିଡିଓ, ଦେଖନ୍ତୁ …

ମୁମ୍ବାଇ()ଆସିଗଲା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତର ସମ୍ପୂର୍ଣ୍ଣ ଭିଡିଓ। ୟୁଟ୍ୟୁବରେ ଏହି ଗୀତ ରିଲିଜ ହେବା ପରେ ଭ୍ୟୁଜ୍ ଏକ ଲକ୍ଷ ପାର୍ ହୋଇଛି।ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ସହ ରାନୁ ମଣ୍ଡଳଙ୍କ ପ୍ରଥମ ଗୀତକୁ ଫ୍ୟାନ୍ସମାନଙ୍କ ନିକଟରେ ବେଶ୍ ଆଦୃତ ହୋଇଛି।

ତେବେ ହିମେଶ ରେଶମିୟାଙ୍କ ଆଗାମୀ ଫିଲ୍ମ ହ୍ୟାପି ହାର୍ଡି ଆଣ୍ଡ ହୀର ଫିଲ୍ମର ଏହି ଗୀତ।