Odia News Portal

୩ଦିନରେ ୧୦୦କୋଟି

 ମୁମ୍ବାଇ ()  ବକ୍ସଅଫିସରେ ଧମାଲ କଲା ବଲିଉଡ଼ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ଓ ଚିରଞ୍ଜିବୀଙ୍କ ଫିଲ୍ମ “ସାଇ ରା ନରସିଂହା ରେଡ୍ଡି” । ଓପନିଙ୍ଗ ଦିନରୁ ହିଁ ଦର୍ଶକଙ୍କ ମନ କିଣିନେଇ ଧମାଲ କରିଛି । ୩ଦିନରେ ବକ୍ସ ଅଫିସରେ ୧୦୭କୋଟି ଆୟ କରି ୧୦୦କୋଟି କ୍ଲବରେ ସାମିଲ ହୋଇଛି । “ସାଇ ରା ନରସିଂହା ରେଡ୍ଡି” ଫିଲ୍ମରେ ଜଣେ ଯୋଦ୍ଧା ଉପ୍ୟାଲାବାଦା ନରସିଂହା ରେଡ୍ଡିଙ୍କ କାହାଣୀ ଯିଏ ଇଂରେଜଙ୍କ ବିରୋଧରେ ସର୍ବ ପ୍ରଥମେ ସ୍ୱର ଉଠାଇଥିଲେ ତାଙ୍କ ଉପରେ ଆଧାରିତ ହୋଇଛି ।