Odia News Portal

୧୭ ବର୍ଷ ପରେ ଏମତି ଦେଖାଯାଉଛନ୍ତି କାଣ୍ଟା ଲଗା ଗାଲ,ଦେଖନ୍ତୁ ଫଟୋ

୨୦୦୨ ମସିହାରେ ‘ମୁଝସେ ସାଦି କରୋଗେ’ ଚ୍ଚଳଚ୍ଚିତ୍ରରେ ।କାଣ୍ଟା ଲଗା ଗାଲ ସେଫାଲି ଜରିୱାଲା ଆଜି ହିଟରେ । ଏହି ଫିଲ୍ମରେ ତାଙ୍କୁ ସଲମାନ ଖାନ ଓ ଅକ୍ଷୟ କୁମାରଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଗିତରେ ସେଫାଲି ଲୋକଙ୍କ ମନରେ ରାଜ କରିଥିଲେ । ଆଉ ସେ କାଣ୍ଟା ଲଗା ଗାଲ ନାମରେ ପରିଚିତ ହୋଇଥିଲେ । ହେଲେ ସେଫାଲି ଆଜି ମଧ୍ୟ ସେତିକି ସୁନ୍ଦରୀ ଏବଂ ଆକର୍ଷଣ ଲାଗନ୍ତି । ୧୭ ବର୍ଷ ପରେ କାଣ୍ଟା ଲଗା ଗାଲ ସେଫାଲି ଅଧିକ ସୁନ୍ଦରୀ ଲାଗୁଛନ୍ତି ।

ହେଲେ ଏବେ ସେଫାଲି ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି । ସେ ଏବେ ନିଜ ବୈବାହୀକ ଜୀବନରେ ଖୁସିରେ ଅଛନ୍ତି ।