ମୁମ୍ବାଇ() ଚର୍ଚ୍ଚାରେ ବଲିଉଡ୍ ଅଭିନେତା ସିଦ୍ଧାର୍ଥ ଓ କିୟାରା ଙ୍କ ପ୍ରେମ କାହାଣୀ । ସିଦ୍ଧାର୍ଥଙ୍କ ନାମ ସହ ପ୍ରଥମେ ଆଲିଆ ଭଟ୍ଟ, ତାରା ସୁତାରିଆଙ୍କ ନାମକୁ ଯୋଡି ଦିଆଯାଇଥିବା ବେଳେ ଏବେ କିନ୍ତୁ ସିଦ୍ଧାର୍ଥ କିୟାରାଙ୍କ ପ୍ରେମରେ ପାଗଳ ହୋଇଥିବା କୁହାଯାଉଛି।
ଏବେ କିନ୍ତୁ ଉଭୟ ସିଙ୍ଗଲ୍ ଥିବା କହୁଛନ୍ତି। ଏପଟେ କିନ୍ତୁ ଶୁଣିବାକୁ ମିଳିଛି କି ସିଦ୍ଧାର୍ଥ ତାଙ୍କ ମନ କଥା କିୟାରାଙ୍କୁ କହି ସାରିଛନ୍ତି।
ଆଉ ଏକଥା ଉଭୟଙ୍କ ପରିବାର ପର୍ୟ୍ୟନ୍ତ ପହଞ୍ଚି ସାରିଲାଣି ବୋଲି ଶୁଣିବାକୁ ମିଳିଛି।