Odia News Portal

ରୁପା ଡେଇଁଲା ୫୦ ହଜାର

ଭୁବନେଶ୍ୱର() ସୁନା ପରେ ଏବେ ରୁପା ଦର ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ସୁନା ଦର ବୃଦ୍ଧି ହୋଇଥିବା ବେଳେ ଏବେ ରୁପା ଦର ମଧ୍ୟ ବୃଦ୍ଧି ଘଟିଛି ।

ପୂର୍ବରୁ ରୁପା ଦର କେଜି ୪୮,୦୫୫ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା ୨୦୭୦ ଟଙ୍କା ବଢି ୫୦,୧୨୫ ଟଙ୍କାରେ ପହଂଚିଛି ।