Odia News Portal

ଭାଇରାଲ ହେଉଛି ସନ୍ନିଙ୍କ ଏହି ପର୍ସନାଲ ଭିଡିଓ,ଦେଖନ୍ତୁ

ମୁମ୍ବାଇ() ସୋସିଆଲ ମିଡିଆରେ ଘୂରି ବୁଲୁଛି ସନ୍ନି ଲିଓନୀଙ୍କ ପିଠିରୁ ଚମଡ଼ା ଛାଡ଼ିବାର ଦୃଶ୍ୟ ।କାହିଁକି ସନ୍ନୀଙ୍କ ଏପରି ଲୁକ୍ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଛି।ଆସନ୍ତୁ ଜାଣିବା …

https://www.instagram.com/tv/B88st6rhuVT/?utm_source=ig_web_copy_link

ସୂଚନା ଅନୁସାରେ, ସନ୍ନିଙ୍କ ପିଠିରେ ଲାଗିଥିବା ଚମଡ଼ା ନୁହେଁ ବରଂ ଏକ ମେକଅପ ପ୍ୟାକ୍। ଏକ ଫଟୋସୁଟ୍ କାର୍ୟ୍ୟକ୍ରମରେ ସନ୍ନି ନିଜ ପିଠିରେ ଏପରି ମେକଅପ ପ୍ୟାକ୍ ଲଗାଇଥିଲେ। ମେକ୍ଅପ୍ ଶେଷ ହେବା ପରେ ପୁଣି ବାହାର କରାଯାଉଛି। ସୋସିଆଲ ମିଡିଆର ସନ୍ନିଙ୍କ ଏଭଳି ମେକ୍ଅପ୍ ବେଳର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ମେକ୍ଅପ୍ ଆର୍ଟିଷ୍ଟ ସନ୍ନିଙ୍କ ପିଠିରେ କୁତ୍ରିମ ଚମଡା ଲଗାଉଥିବା ଦେଖିବାକୁ ମିଳିଛି ।