Odia News Portal

ଆତ୍ମହତ୍ୟା ବେଳେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିଲା ଏତିକି ଟଙ୍କା

ରବିବାର ଦିନ ଶୁସାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ନେଇଛନ୍ତି । ସେ ମୁମ୍ବାଇ ରେ ବେଣ୍ଡ୍ରା ସ୍ଥିତ ନିଜର ବାସଭବନ ରେ ଫାସୀ ଲେଗଇ କରି ଆତ୍ମହତ୍ୟା କରିଛନ୍ତି ।

ତେବେ ପୋଲିସ ସ୍ପଷ୍ଟ କରିଛି କି ଆର୍ଥିକ ମାନ୍ଦାବସ୍ତା ସୁଶାନ୍ତଙ୍କ ମୃତ୍ୟୁର କାରଣ ନୁହେଁ , କାରଣ ମୃତ୍ୟୁ ପରେ ବି ଏବେ ଯାଏ ସୁଶାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୩ କୋଟି ରୁ ଉର୍ଦ୍ଧ ଟଙ୍କା ଅଛି ।

୨୦୧୩ ରେ କାଇ ପେଛେ ରୁ ନିଜର ଡେଭ୍ୟୁ କରି ଥିଲେ । ଏହା ପରେ ସୁଦ୍ଧ ଦେଶୀ ରୋମାନ୍ସ ପିକେ ଏହା ପରେ ଏମ ଏସ୍ ଧୋନୀ , ରାବତା , କେଦାର ନାଥ , କୋଞ୍ଚି ରେଇଆ ଏବଂ ଛିଛୋରେ ଯେମିତି ଫିଲ୍ମ ଭେଟି ଦେଇ ଥିଲେ ।