ଆପ୍ଷ୍ଟିନ୍-ବାର୍ ଭାଇରସ୍ (ଋଈଠ)ମାଧ୍ୟମରେ ଶରୀରରେ ମନୋନ୍ୟୁକ୍ଲିଓସିସ୍ ସଂକ୍ରମଣ ବ୍ୟାପିଥାଏ। ଏହି ସଂକ୍ରମଣ ଲାଳ ମାଧ୍ୟମରେ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ପହଞ୍ଚିଥାଏ।
ଏହି ରୋଗ କେବଳ ଚୁମ୍ବନ ଦ୍ୱାରା ନୁହେଁ, ଉଭୟଙ୍କ ଅଇଁଠା ଖାଦ୍ୟ ବା ପାଣି ପିଇଲେ ମଧ୍ୟ ହୋଇପାରେ। ଅନୁସନ୍ଧାନରୁ କାହିଁକି ହୋଇଥାଏ ଏହି ରୋଗ ଓ ଏହାର ସଙ୍କେତ କ’ଣ ସେ ବିଷୟରେ ଜାଣନ୍ତୁଟ୍ଟ.
କାହିଁକି ହୋଇଥାଏ ଚୁମ୍ବନ ଜନିତ ରୋଗ କିସିଙ୍ଗ୍ ଡିଜିଜ୍?
ଏହି ରୋଗ ଶରୀରରେ ଆପ୍ଷ୍ଟିନ୍-ବାର୍ ଭାଇରସ୍ (ଋଈଠ) ବ୍ୟାପିଲେ ହୋଇଥାଏ।
ଋଈଠ (ଇବିଭି) ଭାଇରସ୍ କ’ଣ?
ଆପ୍ଷ୍ଟିନ୍-ବାର୍ ଭାଇରସ୍ (ଋଈଠ) ଯୋଗୁଁ ଶରୀରରେ ମନୋନ୍ୟୁକ୍ଲିଓସିସ୍ ସଂକ୍ରମଣ ବ୍ୟାପିଥାଏ। ଏହି ସଂକ୍ରମଣ ଲାଳ ମାଧ୍ୟମରେ ବ୍ୟାପିଥାଏ।
କିସିଙ୍ଗ୍ ଡିଜିଜ୍ କାରଣ ଯୋଗୁଁ କେଉଁ ରୋଗ ହୋଇଥାଏ?
ଏହି ଭାଇରସ୍ ଯୋଗୁଁ ଯକୃତ ଜନିତ ରୋଗ ହେପାଟାଇଟିସ୍, ଜଣ୍ଡିସ୍ ଏବଂ ଏନିମିୟା ଭଳି ସମସ୍ୟା ମଧ୍ୟ ହୋଇପାରେ।
କିସିଙ୍ଗ୍ ଡିଜିଜ୍ର ସଙ୍କେତ କ’ଣ?
ଲମ୍ବା ସମୟ ଧରି ଜ୍ୱର ଲାଗି ରହିବା
ଦୌର୍ବଲ୍ୟ ବା କ୍ଳାନ୍ତି ଅନୁଭବ ହେବା
ଲମ୍ବା ସମୟ ଧରି ମୁଣ୍ଡବିନ୍ଧା ଲାଗି ରହିବା
ଦୀର୍ଘ ସମୟ ଧରି ଗଳାରେ ଦରଜ ରହିବା
ଶରୀରରେ (ସ୍କିନ୍ରେ) ରାସେଜ୍ ଲାଗି ରହିବା
Sign in
Sign in
Recover your password.
A password will be e-mailed to you.
