Odia News Portal

ଆଜି ଶେଷ ହେବ ଗଙ୍ଗାସାଗର ମେଳା

ବାଲେଶ୍ବର: ବାଲେଶ୍ବର ବଳରାମଗଡ଼ିରେ ଧୁମ୍ ଧାମରେ ଚାଲିଛି ଗଙ୍ଗାସାଗର ମେଳା। ମେଳାରେ ଭାଇଚାରର ନିଦର୍ଶନ ଦେଖିବାକୁ ମିଳେ। ଏ ବର୍ଷ ଖୁବୁ ଆଡ଼ମ୍ବର ସହକାରେ ମେଳା ଚାଲିଛି।  ବାଲେଶ୍ବର ବଳରାମଗଡ଼ିରେ ଚାଲିଛି ଗଙ୍ଗାସାଗର ମେଳା।

୫୬ ବର୍ଷ ତଳେ ମତ୍ସଜୀବୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ମେଳା ମକର ସଂକ୍ରାନ୍ତିରୁ ବେଶ୍ ଧୁମ୍ ଧାମରେ ଚାଲିଛି। ଶନିବାର ଶେଷ ହେବ ମେଳା। ଏବେ ରାଜ୍ୟ ତଥା ବହାର ରାଜ୍ୟର ଦେଖଣାହାରୀଙ୍କ ଭିଡ ଜମୁଛି।