Odia News Portal

ଲମ୍ବା ସମୟ ଯବାନ୍ ରହିବାକୁ ଚାହୁଁଛନ୍ତି କି ? କ୍ଷୀରରେ ମିଶାନ୍ତୁ …

ସମସ୍ତେ ଚାହିଁଥାନ୍ତି ଅଧିକ ସମୟ ଯାଏ ଯବାନ୍ ଦେଖାଯିବା ପାଇଁ । ଯାହା ପାଇଁ ଲୋକ ମାନେ ଯୋଗ, ବ୍ୟାୟାମ ଓ ଓୗଷଧର ସାହାରା ନେଇଥାନ୍ତି । ଏହା ଛଡା ନଜେ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖିଥାନ୍ତି । କିନ୍ତୁ ସମସ୍ତଙ୍କ ପାଇଁ ବ୍ୟସ୍ତ ଜୀବନରେ ଏ ସବୁ କରିବା ସମ୍ଭବ ହୋଇନଥାଏ । ଯଦି ଆପଣ ଅଧିକ ଦିନ ଯାଏ ଯବାନ୍ ଦେଖାଯିବା ପାଇଁ ଚାହୁଁଛନ୍ତି ଓ ସମୟ ଅଭାବରୁ ଏହା ଉପାର ଧ୍ୟାନ ଦେଇପାରୁ ନାହାଁନ୍ତି ତ ଏହି କଥାରେ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଗୋଟେ ଉପାୟ ଯାହା ସାହାଯ୍ୟରେ ଆପଣ ଲମ୍ବା ସମୟ ଯାଏ ଯବାନ୍ ଦେଖାଯିବେ ।
ଯୌବନକୁ ଠିକ୍ ରଖିବା ପାଇଁ ଆପଣଙ୍କୁ ଏକ ଖାସ ଜିନିଷ କ୍ଷୀରରେ ମିଶାଇ ପିଇବା ପାଇଁ ପଡିବ । ଯଦି ଆପଣ ଭାବୁଛନ୍ତି କି ଏମିତି କୋଉ ଜିନିଷ ଅଛି, ତ’ ଆପଣଙ୍କୁ ଜଣାଇ ଦଉଛୁ ଯେ, ଆମେ ଗୁଦାଳ ବିଷୟରେ କହୁଛୁ ।
ପ୍ରତ୍ୟେକ ଦିନ ଏକ ଗ୍ଲାସ୍ କ୍ଷିରରେ ଗୁଦାଳ ଓ ଅଳ୍ପ କିଛି ମିଶ୍ରି ପକାଇ ପିଇବା ଦ୍ବାରା ଆପଣଙ୍କୁ ବହୁତ ଫାଇଦା ମିଳିଥାଏ । ଏହାକୁ ନିୟମିତ ପିଇବା ଦ୍ବାରା ଦୂର୍ବଳତା ଦୂର ହୋଇଥାଏ ଏବଂ ଶରୀରରେ ତାକତ୍ ବଢିଥାଏ । ଏବେ ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଫାଇଦା ବିଷୟରେ ।
• ପ୍ରତିଦିନ କ୍ଷୀରରେ ଗୁଦାଳ ମିଶାଇ ପିଇବା ଦ୍ବାରା ପୁରୁଷ ମାନଙ୍କ ପାଖରେ ଅଧପତନ ଏବଂ ସ୍ବପ୍ନଦୋଷର ସମସ୍ୟା ରହିନଥାଏ ।
• ପ୍ରତ୍ୟେକ ଦିନ ରାତିରେ ଏହା ପିଇବା ଦ୍ବାରା ଉଚ୍ଚରକ୍ତ ଚାପର ମଧ୍ୟ ସମସ୍ୟା ଦେଖାଦେଇ ନଥାଏ ।
• ଏହା ଛଡା ଏହା ମହିଳାଙ୍କର ହେଉଥିବା ମାସିକ ଧର୍ମର ଯନ୍ତ୍ରଣା ଏବଂ ଲିଉକୋରିଆସ ସମସ୍ୟାରୁ ମୁକ୍ତ କରିଥାଏ ।