ରବିବାରକୁ ଖାସ କରି ସମସ୍ତେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଖାଲି ତରକାରୀ ଏବଂ ବିରିୟାନୀ କାହିଁକି ସନ୍ଧ୍ୟା ସମୟରେ ଯଦି ସ୍ବାଦିଷ୍ଟ ଚିକେନ୍ ଲଲିପପ୍ ଖାଇବାକୁ ମିଳିଯାଏ ତେବେ ଆଉ କଣ ଦରକାର। ତେବେ ଆପଣଙ୍କ ରବିବାର ସନ୍ଧ୍ୟାକୁ ଚଟପଟା ଏବଂ ସ୍ବାଦିଷ୍ଟ କରିବା ପାଇଁ ଆଜି ଆମେ ଆପଣଙ୍କୁ କିପରି ଘରେ ଚିକେନ ଲଲିପପ୍ ପ୍ରସ୍ତୁତ କରିବେ ତାହାର ପ୍ରଣାଳୀ କହିବାକୁ ଯାଉଛୁ। ଆବଶ୍ୟକ ସାମଗ୍ରୀ

ତେଲ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୩ ଚାମଚ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଲମରିଚ ଗୁଣ୍ଡ – ୧ଚାମଚ
ସୋୟା ସସ – ୧ ଚାମଚ
ଟମାଟୋ ସସ – ୧ ଚାମଚ
ମଇଦା – ୨ଚାମଚ
ଅଣ୍ଡା – ୧ଟି
କଣ୍ଣଫ୍ଲୋର – ୨ ଚାମଚ
ପିଆଜ – ୧ଟି
ଲେମ୍ବୁ – ୧ଟି
ପ୍ରସ୍ତୁତି ପ୍ରଣାଳୀ
