Odia News Portal

ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇଥାଏ ଏମିତି ଆଙ୍ଗୁଠିର ଝିଅ

ଆପଣ ଜୀବନସାଥିର ଅନୁସନ୍ଧାନ କରୁଛନ୍ତି କି। ତାହା ହେଲେ ତାଙ୍କ ଆଙ୍ଗୁଠି ଉପରେ ଥରେ ଆଖି ପକାଇବେ । କାରଣ ଏହି ଆଙ୍ଗୁଠି ଆପଣଙ୍କର ଜୀବନସାଥି ସହିତ ଆପଣଙ୍କର ଭବିଷ୍ୟତ କଥା ଜଣିପାରିବେ । ଗୀତା ପ୍ରେସ୍ ଗୋରଖପୁର ଦ୍ୱାରା ପ୍ରକାଶିତ ସଂକ୍ଷିପ୍ତ ଭବିଷ୍ୟତ ପୁରାଣ ବା ବ୍ରାହ୍ମଣ ପୁରାଣ ଅନୁସାରେ , ଜାଣନ୍ତୁ କେମିତି ଆଙ୍ଗୁଠିର ଝିଅ ନିଜର ସ୍ୱାମୀ ପାଇଁ ଭାଗ୍ୟଶାଳୀ ଅଟନ୍ତି।
୧.     ଯେଉଁ  ଲୋକଙ୍କ ଆଙ୍ଗୁଠି ଗୋଲ ଓ ଲମ୍ବା ହୋଇଥାଏ , ଏହି ଝିଅ ନିଜ ଓ ନିଜ ସ୍ୱାମୀ ପାଇଁ ବହୁ ଭାଗ୍ୟଶାଳୀ କୁହାଯାଏ ।
୨.     ଚିକଣ୍ , ସିଧା ଓ ଗାଢ ରହିତ ଆଙ୍ଗୁଠିର ମାନେ ଏହିଭଳି ଝିଅ ବୈବାହିକ ଜୀବନ ପାଇଁ ପ୍ରକୃତରେ ଠିକ୍ ଅଛନ୍ତି ।
୩.     ଆଙ୍ଗୁଠିର ପ୍ରଥମ ଜାଗା ପତଳା ସମସ୍ତ ଏକ ସମାନ ହୋଇଥିଲେ ଏହା ଦ୍ୱାରା ବୈବାହିକ ଜୀବନରେ ସୁଖ- ଶାନ୍ତି ମିଳିଥାଏ ବୋଲି କୁହାଯାଏ ।
୪.     ଯେଉଁ ଝିଅଙ୍କ ଆଙ୍ଗୁଠି ଛୋଟ ହୋଇଥାଏ । ସେ ବହୁତ ଖର୍ଚ୍ଚି ହୋଇଥାନ୍ତି । ଏମିତି ମହିଳାଙ୍କ ଜୀବନରେ ବହୁ କଠିନ ସମସ୍ୟା ଦେଖା ଦେଇଥାଏ ।
୫.     ଦୁଇ ହାତ ଯୋଡିବାରେ ଯଦି ଆପଣଙ୍କ ହାତ ମଧ୍ୟରେ ଖାଲି ଜାଗା ଦେଖାଦେଉଛି । ତାହା ହେଲେ ଝିଅ ମଧ୍ୟମ ଧରଣ ଖୁସି ଦେଇଥାଏ ।
୬.     ଝିଅଙ୍କ ଆଙ୍ଗୁଠିରେ ତିନି ପାରା ହୋଇଥିଲେ ଭାଗ୍ୟଶାଳୀ ହୋଇଥଏ । ଏମିତି  ଝିଅମାନେ ଜୀବନରେ ସବୁ ଖୁସି ପାଇଥାନ୍ତି ।
୭.     ଯେଉଁ ଝିଅର ଆଙ୍ଗୁଠିରେ ଚାରି ପାରା ଅଛି ଆଙ୍ଗୁଠି ଛୋଟ ବା ମାଂସ କମ ଥିଲେ ନିଜ ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇ ନଥାଏ ।
୮.     ଯେଉଁ ଝିଅର ହାତରେ ପଛରେ ଚୁଟି ଥାଏ , ତାର ସ୍ୱାମୀ ଜୀବନରେ ବହୁ ସମସ୍ୟା ସାମ୍ନା କରିବାକୁ ପଡିଥାଏ