Odia News Portal

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ– ଆଜିଚତୁର୍ଥସ୍ଥାନରେଷଷ୍ଠାଧିପତିବୁଧଙ୍କ ଯୋଗୁଁ ପାରିବାରିକକ୍ଷେତ୍ରରେମାନସିକ ଅସ୍ଥିରତାଲାଗିରହିବ।କର୍ମକ୍ଷେତ୍ରରେକୌଣସିବ୍ୟକ୍ତିଙ୍କସହକଳହରସମ୍ଭାବନାରହିଛି। ଆଲୋଚନାକାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁତାହାକୁଭୁଲ୍‍ ଦୃଷ୍ଟିକୋଣରୁବିଚାରକରିବେ।ଶୁଭରଙ୍ଗସବୁଜ।ଶୁଭ ଅଙ୍କ ୮।
ବୃଷ– ଧନସ୍ଥାନରେରାହୁଯୁକ୍ତଚନ୍ଦ୍ର ଅନ୍ୟମନସ୍କତାସାଙ୍ଗକୁ ଧନହାନିଘଟାଇପାରେ।କିନ୍ତୁଶୁକ୍ରଙ୍କଚତୁର୍ଥସ୍ଥିତିମୃଗଶିରା ନକ୍ଷତ୍ରସକାଶେସୌଖୀନ ଦ୍ରବ୍ୟ, ବିଳାସବ୍ୟସନ, କାବ୍ୟସାହିତ୍ୟଚର୍ଚ୍ଚା , କଳା, ସଙ୍ଗୀତ, କ୍ରୀଡାରେ ନୈପୁଣ୍ୟତା ପ୍ରଦାନ କରିବେ।ଶୁଭରଙ୍ଗହଳଦୀଆ।ଶୁଭ ଅଙ୍କ ୩।
ମିଥୁନ -ଆଜିରଗ୍ରହସ୍ଥିତି ଅପ୍ରିୟସତ୍ୟଭାଷଣକିମ୍ବା ଅର୍ଥ ସମ୍ପର୍କକୁକେନ୍ଦ୍ରକରିସମସ୍ୟାସୃଷ୍ଟିକରିବ।କିନ୍ତୁ ପୁନର୍ବସୁ ନକ୍ଷତ୍ର ପାଇଁଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ ଆଶାନୁଯାୟୀସୁଫଳ ପାଇବେ।ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୧।
କର୍କଟ– ଆକସ୍ମିକଭାବରେ ଦୂରସ୍ଥାନକୁ ଯିବା ପାଇଁବାଧ୍ୟ ହୋଇପାରନ୍ତି।କେତେକକ୍ଷେତ୍ରରେଉତ୍ତମସମ୍ପର୍କରଖିକାର୍ଯ୍ୟକରିଲେସୁଫଳ ପାଇବେ। ଅବଶ୍ୟ ଆପଣଙ୍କର ଅତି ପ୍ରିୟବନ୍ଧୁଟି ପାଖରୁପ୍ରେରଣାଲାଭକରିବେ। ଶୁଭରଙ୍ଗକ୍ରୀମ୍‍।ଶୁଭ ଅଙ୍କ ୭।
ସିଂହ – ଦ୍ୱାଦଶସ୍ଥଶୁକ୍ରହେତୁକର୍ମକ୍ଷେତ୍ରରେକୌଣସିସହକର୍ମୀବିରୁଦ୍ଧାଚରଣକରିବାସକାଶେଚେଷ୍ଟାକରିପାରନ୍ତି। ପୁରାତନ ଗୃହ, ଯାନ୍ତ୍ରିକଜିନିଷମରାମତି ପାଇଁଘରେବିବାଦ ସୃଷ୍ଟିହୋଇପାରେ, ସେଥିପାଇଁଶାନ୍ତ ରୁହନ୍ତୁ।ଶୁଭରଙ୍ଗସବୁଜ।ଶୁଭ ଅଙ୍କ ୧।
କନ୍ୟା –ଚତୁର୍ଥ ଶନିଯୋଗୁବିଭିନ୍ନପ୍ରକାରର ପୁରୁଣାସମସ୍ୟା ପାଇଁମାନସିକସୁସ୍ଥତାରହି ନ ପାରେ।କିନ୍ତୁଚିତ୍ରା ନକ୍ଷତ୍ରସକାଶେକୌଶଳ ପ୍ରୟୋଗକରିକିମ୍ବାବଳପୂର୍ବକକାର୍ଯ୍ୟହାସଲକରିବେ।ଶୁଭରଙ୍ଗହଳଦୀଆ।ଶୁଭ ଅଙ୍କ ୬।
ତୁଳା–​ଆଜିଏକାଦଶସ୍ଥତିନୋଟିଗ୍ରହଯୋଗୁଁ ଆପଣଙ୍କ ଆଶା ଅବଶ୍ୟ ପୂରଣହୋଇଯିବ।ଜଣେବନ୍ଧୁହଠାତ୍‍ ଆସିଖୁସିଖବରସାଙ୍ଗକୁକିଛିଅର୍ଥ ଦେଇଯିବେ। ଅଫିସରେକାର୍ଯ୍ୟ ପାଇଁ ନାହିଁ ନାହିଁକରୁଥିଲେ ମଧ୍ୟ ସହକର୍ମୀ ପରିଶେଷରେକାମକୁକରିଦେବେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୫।
ବିଛା–ଚତୁର୍ଥସ୍ଥାନ କର୍ମାଭାବରୁଏକାଧିକଗ୍ରହ ଅବଲୋକନ କରୁଥିବାରୁ ପାରିବାରିକଜୀବନ ସହକର୍ମକ୍ଷେତ୍ରରେସୁଖ ସମ୍ମାନ ପାଇଖୁସିହେବେ।ବକେୟା ଅର୍ଥ ଆଦାୟକରିବାରେସକ୍ଷମହୋଇପାରନ୍ତି। ଦୂର ଯାତ୍ରାଯୋଗରହିଛି।ଶୁଭରଙ୍ଗଧଳା।ଶୁଭ ଅଙ୍କ ୨।
ଧନୁ – ଆଜି ଦିନଟି ମନ ଅଶାନ୍ତ ରହିପାରେ। ପାରିବାରିକବିବାଦର ସମାଧାନ ହୋଇଯିବ। ଆୟର ନୂତନ ପନ୍ଥାଖୋଜି ଏଥିରେସଫଳହେବେ।ଚାକିରିଆଙ୍କ ପଦୋନ୍ନତିଯୋଗରହିଛି।ସ୍ୱାସ୍ଥ୍ୟକ୍ଷେତ୍ରରେସାମାନ୍ୟସମସ୍ୟାଉପୁଜିପାରେ।ଶୁଭରଙ୍ଗସବୁଜ।ଶୁଭ ଅଙ୍କ ୮।
ମକର– ଆର୍ଥିକସ୍ଥିତି ଭଲ ରହିବ। ଦୁର ଯାତ୍ରାଯୋଗରହିଛି। ପାରିବାରିକସମସ୍ୟା ନ ଥିବାରୁ ମନ ଶାନ୍ତ ରହିବ।ସ୍ୱାସ୍ଥ୍ୟଠିକ୍‍ରହିବ।ହଠାତ୍‍ ପୁରୁଣାବନ୍ଧୁସାକ୍ଷାତହୋଇସହାୟତାରହାତବଢାଇବେ।ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତ ହୋଇପାରେ।ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୯।
କୁମ୍ଭ –ଦୀର୍ଘ ଦିନରସମସ୍ୟାର ଅଚିରେସମାଧାନ ହୋଇଯିବ। ଆର୍ଥିକସ୍ଥିତିରେସୁଧାର ଆସିବ।କୌଣସିସାସ୍କୃତିକ ଅନୁଷ୍ଠାନର ଆୟୋଜନ କରିପାରନ୍ତି।ଶରୀରସୁସ୍ଥ ଓ ମନ ଶାନ୍ତ ରହିବ।ସନ୍ତାନଙ୍କ ପାଠପଢାକୁନେଇସାମାନ୍ୟଚିନ୍ତାରହିବ।ଶୁଭରଙ୍ଗଧଳା।ଶୁଭଅଙ୍କ ୧।
ମୀନ – ବ୍ୟବସାୟହେଉକିମ୍ବାଚାକିରିସମସ୍ୟାସମାଧାନ ପାଇଁ ଧାଁଦୌଡକରିବାକୁ ପଡିପାରେ।ଯେତିକି ଧନଲାଭକରିବେତା’ଠାରୁ ଅଧିକଖର୍ଚ୍ଚ ଯିବାରସମ୍ଭାବନାରହିଛି।ସ୍ୱାସ୍ଥ୍ୟବସ୍ଥାରେ ଅସ୍ଥିରତା ଦେଖା ଦେଇପାରେ।ଶୁଭରଙ୍ଗସବୁଜ।ଶୁଭ ଅଙ୍କ ୬।