କରୋନା ଯୋଦ୍ଧା, ଏମିତି ନାଁ, ଯିଏକି କରୋନା ଭାଇରସ ସହିତ ସିଧାସଳଖ ଭାବେ ଲଢୁଛନ୍ତି। ଏହି ଯୁଦ୍ଧରେ ନିଜ ଜୀବନକୁ ପାଣି ଛଡାଇ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସକର୍ମୀ, ମିଡିଆ କର୍ମଚାରୀ ଆଉ ବିଷ୍ଣୁ।
ଲୋକମାନେ ବିଷ୍ଣୁଙ୍କୁ ଏବେ କରୋନା ଯୋଦ୍ଧା ନାମରେ ଡାକୁଛନ୍ତି। ଏହି ବ୍ୟକ୍ତିଙ୍କର ନାମ କରୋନା ଯୋଦ୍ଧା ନାମରେ ଏଥିପାଇଁ ଯୋଡା ଯାଇଛି, କାହିଁକି ନା ସେ କରୋନା ସଂକ୍ରମିତ ମୃତକଙ୍କ ଅନ୍ତିମ ସଂସ୍କାର କରନ୍ତି।
ସୂଚନାଯୋଗ୍ୟ, ବିଷ୍ଣୁ ଜୟପୁରରେ ବସବାସ କରନ୍ତି। ତେବେ ତାଙ୍କ ନାମ କରୋନା ଯୋଦ୍ଧା ତାଲିକାରେ ରହିବା ପଛର କାରଣ ହେଉଛି ସେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁର ଶିକାର ହେଉଥିବା ଲୋକଙ୍କ ଅନ୍ତିମ ସଂସ୍କାର ବିନା ବାଧାରେ କରି ଆସୁଛନ୍ତି। ଜୟପୁରରେ ରହୁଥିବା ବିଷ୍ଣୁଙ୍କ ସହିତ ତାଙ୍କର ପୂରା ଟିମ୍ ରହିଛନ୍ତି।
ଏଯାତ ବିଷ୍ଣୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ୫୩ରୁ ଉର୍ଦ୍ଧ୍ୱ ଜଣଙ୍କ ଅନ୍ତିମ ସଂସ୍କାର କରି ସାରିଲେଣି। କେବଳ ହିନ୍ଦୁ ନୁହେଁ, ବିଷ୍ଣୁ ଏପର୍ଯ୍ୟନ୍ତ ୧୫ ଜଣ ମୁସଲମାନଙ୍କ ଶବକୁ ସଂସ୍କାର କରିସାରିଛନ୍ତି।ବିଷ୍ଣୁ କହନ୍ତି, ‘ଶବଗୁଡ଼ିକର ଅନ୍ତିମ ସଂସ୍କାର କରିବା ଏବେ ମୋର ଏକ ଧର୍ମ ହୋଇଯାଇଛି।