ପୁରୁଷ-ମହିଳା ଇଶ୍ୱରଙ୍କ ସୃଷ୍ଟି । ମହିଳା ପୁରୁଷ ବିନା ରହିପାରନ୍ତିନି କି ପୁରୁଷ ମହିଳା ବିନା ରହିପାରେନା । ତେବେ ଏହି ଆଶ୍ଚର୍ଯ୍ୟ ସୃଷ୍ଟିକୁ ନେଇ ସଂସାର ଆଗେଇ ଚାଲିଥାଏ । ନାରୀର ଗଠନ ଓ ସୁନ୍ଦରତା ପୁରୁଷକୁ ଆକର୍ଷଣ କରାଇଥାଏ । ହେଲେ ନାରୀ ଶରୀରର ଏତି କିଛି ଅଙ୍ଗ ଅଛି ଯାହାକୁ ଦେଖି ପୁରୁଷ ଅଧିକ ଆକର୍ଷଣ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ନାରୀର କେଉଁ ଅଙ୍ଗ ପୁରୁଷ ମାନଙ୍କୁ ଅଧିକ ଆକର୍ଷଣ କରାଇଥାଏ ।
– ପ୍ରଥମେ ପୁରୁଷ ମାନେ ଆକର୍ଷଣ ହୋଇଥାନ୍ତି ନାରୀମାନଙ୍କ ହସରେ । ହସୁଥିବା ନାରୀ ପୁରୁଷୁ ମାନଙ୍କୁ ଅଧିକ ପସନ୍ଦ ହୋଇଥାଏ । ଏକ ରିସର୍ଚରେ ଜଣାପଡିଛି ହସୁଥିବା ନାରୀ ଅଧିକ ସୁନ୍ଦର ମଧ୍ୟ ଦେଖାଯାଆନ୍ତି । ଆଉ କଥାରେ ଅଛି ହସିକି କିଛି ଅଧୁରା ଆଶା ପୁରୁଷଙ୍କୁ ଜଣାଇଲେ ସେହି ଆଶା ପୂରା କରିବା ପାଇଁ ପୁରୁଷ କିଛି ବି କରିପାରେ ।
– ଦ୍ୱିତୀୟରେ ଆସେ ଦାନ୍ତ । ନାରୀର ଦାନ୍ତକୁ ପୁରୁଷ ମାନେ ଅଧିକ ପସନ୍ଦ କରିଥାନ୍ତି । ନାରୀ ଦାନ୍ତ ଯେତେ ସୁନ୍ଦର ହେବ ସେହି ମହିଳାଙ୍କ ପ୍ରତି ପୁରୁଷ ସେତେ ଆକର୍ଷଣ ହୋଇଥାନ୍ତି ।
ତୃତୀୟରେ ଆସେ ଆଖି । ନାରୀର ଆଖି ତାର ମୁହଁକୁ ସୁନ୍ଦର କରାଇଥାଏ । ଅନେକ ପୁରୁଷ ମହିଳାଙ୍କ ଚାହାଣିରେ ଫସିଯାଇଥାନ୍ତି । ଯେଉଁ ନାରୀର ଆଖିର ଗଠନ ସୁନ୍ଦର ସେହି ନାରୀଙ୍କୁ ପୁରୁଷ ମାନେ ବେଶି ପସନ୍ଦ କରିଥାନ୍ତି ।
Sign in
Sign in
Recover your password.
A password will be e-mailed to you.
