Odia News Portal

ଆଜି ହେଲା ଚକୋଲେଟ୍ ଡେ…

ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡେ ଭାବେ ସେଲିବ୍ରେଟ୍ କରାଯାଇଥାଏ । ଏହା ମଧ୍ୟରେ ପରସ୍ପର ଭଲପାଉଥିବା ନିଜର ପ୍ରୀୟର ଲୋକମାନଙ୍କୁ ଉପହାର ଭାବେ ବିଭିନ୍ନ ପ୍ରକାରର ଚକୋଲେଟ୍ ଦେଇଥାନ୍ତି ।
ଧରାଯାଏ କି ଚକୋଲେଟ୍ ଡେ’ର ଆରମ୍ଭ ରିଚର୍ଡ କେଡବରି କରିଥିଲେ । ରିଚର୍ଡ କେଡବରି ପ୍ରଥମେ ଚକୋଲେଟର ବିଜନେସ୍ ଆରମ୍ଭ କରିଥିଲେ । କୁହାଯାଏ କି ସେ ଭାଲେଣ୍ଟାଇନ୍ ଡେ ପ୍ରେବୁଆରୀ ୧୪ତାରିଖ ପାଇଁ ସ୍ପେଶାଲ ଚକୋଲେଟ୍ ବଜାରରେ ଲଞ୍ଚ କରିଥିଲେ । ଚକୋଲେଟ୍ ବକ୍ସର ଲଞ୍ଚିଙ୍ଗ କରିବା ଭିତରେ ଲୋକଙ୍କୁ ସେ ଏହା ଉପଦେଶ ଦେଉଥିଲେ କି ଚକୋଲେଟ ସରିଯିବା ପରେ ବକ୍ସକୁ ନଫିଙ୍ଗି ସେଥିରେ ଲବ୍ ଲେଟର ରଖିବା ପାଇଁ ବ୍ୟବାହାର କରନ୍ତୁ । ଏହାର ଆରମ୍ଭରୁ ସେହି ଚକୋଲେଟ୍ ବକ୍ସ ଉପରେ ରିଚର୍ଡ କେଡବରୀଙ୍କର ଫଟୋ ଲଗାଯାଇଥିଲା ।