Odia News Portal

ଫାଶୀ ଦେବା ପୂର୍ବରୁ କଏଦୀର କାନରେ କଣ କହିଥାଏ ଘାତକ, ଜାଣନ୍ତୁ …

ସବୁଠାରୁ ବଡ ଦଣ୍ଡ ହେଲା ଫାଶୀ। କିନ୍ତୁ ଫାଶୀ ପ୍ରକୃତରେ ବହୁତ ସାବଧାନତା ସହ ଦିଆଯାଏ। ଏତେ ବଡ ଦେଶରେ କେବଳ ୨ ଟି ଘାତକ ଅଛନ୍ତି, ଯିଏକି ସରକାରଙ୍କ ଦ୍ୱାରା ମାରିବାର ଦରମା ନିଅନ୍ତି। ମଣିଷକୁ ମରୁଥିବାର ଦେଖି ବହୁତ ଲୋକେ ଡିପ୍ରେସନ୍ ରେ ଆସିଯାଆନ୍ତି। ଫାଶୀ ଦେବା ସମୟରେ ଅନେକ ନିୟମ ପାଳନ କରାଯାଏ।

ବହୁତ କମ୍ ଲୋକଙ୍କୁ ଜଣାଥିବ କି ଫାଶୀ ଦେଉଥିବା ସମୟରେ ଘାତକ କୈଦିର କାନରେ କିଛି କହିଥାଏ, ଘାତକ କହିଥାଏ କି ମୋତେ କ୍ଷମା କରିଦିଅ, ମୁଁ ଆଦେଶର ଗୁଲାମ୍ ଅଟେ, ମୋର ଯଦି ସେତିକି ଅନୁମତି ଥାନ୍ତା ତେବେ ଜୀବନସାରା ସତ୍ୟମାର୍ଗରେ ଚାଲିବାକୁ କାମନା କରନ୍ତା। ଓ ଯଦି କଏଦୀ ମୁସଲିମ୍ ହୁଏ ତେବେ ସେ ତାକୁ ସଲାମ୍ କରିବ, ଓ ହିନ୍ଦୁ ହୋଇଥିଲେ ରାମ୍ ରାମ୍ କହିଥାଏ। ଏହାପରେ ସେ କ୍ଷମା ମାଗିକରି ଆଗକୁ ଶବ୍ଦ କହିଥାଏ। ଏହାକୁ କହିବାପରେ ସେ ଫାଶୀର ରସିକୁ ଟାଣିଦେଇଥାଏ ।